ଗଉଁ ପାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବ୍ୟକ୍ତିର ମନର ଅବସ୍ଥା ବୁଝି ପାରିବା; ମରଜି ପାଇବା — ୧. To divine a person's mind.
୨. କୌଣସି ବ୍ୟକ୍ତିର ଅଭିମାନର କାରଣ ଠଉରାଇବା — ୨. To guess the cause of a person's sullenness.