ଗଉଁ
ଗଉଁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗମ୍ୟ; ହିନ୍ଦୀ - ଗୌଁ=ମତଲବ୍; ଉଦ୍ଦେଶ୍ୟ; ତୁଳ. ଆରବୀ - ଗମ୍= ମନୋଦୁଃଖ; ଫରାସୀ - ଗୁମାନ୍=ଅଭିମାନ) ସମ୍ପାଦନା
- ୧. ମତଲବ୍; ଉଦ୍ଦେଶ୍ୟ —୧. Intention.
- ୨. ମନର ଭାବ —୨. Mental attitude.
- ୩. ଅଭିମାନ; ଗୁମାନ —୩. Sullenness; Sulks.
- ୪. ଗର୍ବଜନିତ ତୂଷ୍ଣୀଭାବ —୪. Silence due to pride.
- ୫. ଗର୍ବ —୫. Pride.
- ୬. ଗାମ୍ଭୀର୍ଯ୍ୟ —୬. Graveness, garvity.