ଗଉଁ
ଗଉଁ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗମ୍ୟ; ହିନ୍ଦୀ - ଗୌଁ=ମତଲବ୍; ଉଦ୍ଦେଶ୍ୟ; ତୁଳ. ଆରବୀ - ଗମ୍= ମନୋଦୁଃଖ; ଫରାସୀ - ଗୁମାନ୍=ଅଭିମାନ)
ସମ୍ପାଦନା- ୧. ମତଲବ୍; ଉଦ୍ଦେଶ୍ୟ —୧. Intention.
- ୨. ମନର ଭାବ —୨. Mental attitude.
- ୩. ଅଭିମାନ; ଗୁମାନ —୩. Sullenness; Sulks.
- ୪. ଗର୍ବଜନିତ ତୂଷ୍ଣୀଭାବ —୪. Silence due to pride.
- ୫. ଗର୍ବ —୫. Pride.
- ୬. ଗାମ୍ଭୀର୍ଯ୍ୟ —୬. Graveness, garvity.