ଗଇ କାଢ଼ିବା
ଗଇ କାଢ଼ିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି.
ସମ୍ପାଦନା- ୧. କର୍ଣ୍ଣରୁ ଖଡ଼ିକା ବା ନହୁରୁଣିର ପଛଦ୍ୱାରା ମଳ ବାହାର କରିବା —୧. To bring out the wax from the ear.
- ୨. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ଗୁପ୍ତ ଦୋଷ ବା କଳଙ୍କ ପ୍ରକାଶ କରିବା — ୨. (figurative) To publish or expose another's family-secrets or scandals.