ଗଇର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷଣ - (ଆରବୀ - ଗୈର୍=ଅନ୍ୟ; ବିଭିନ୍ନ) ସମ୍ପାଦନା

୧. (ଅନ୍ୟ ଶଦ୍ଦ ପୂର୍ବେ ଲାଗେ) ନୁହେଁ — ୧. Not; the English prefix-un.

(ଯଥା, ଗଇର୍, ହାଜର୍)

୨. ଅନ୍ୟ —୨. Other than; another.

(ଯଥା—ଗଇର୍ ଇଲାକା)

୩. ଗଇର୍ ଖରଚା (ଦେଖ) - ୩. Gairkharachā (See)

ଦେଶଜ - ବିଶେଷଣ - ସମ୍ପାଦନା

ଗଇରି (ଦେଖ) - Gairi (See)