ଗଇମାରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଗୁପ୍ତ+ମାରକ) ସମ୍ପାଦନା

୧. ଗୁପ୍ତହତ୍ୟାକାରୀ —୧. Assassinating.
୨. ବିଶ୍ୱାସଘାତକ —୨. Treacherous.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗୁପ୍ତଘାତକ ବ୍ୟକ୍ତି —୧. An assassin.
୨. ବିଶ୍ୱାସଘାତକ ବ୍ୟକ୍ତି — ୨. A treacherous person.
୩. ଗୁପ୍ତହତ୍ୟା —୩. Assassination.