ଗଇବି ଖେଳ
ଗଇବି ଖେଳ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଇବି ଖେଳ
|
ଦେଶଜ - ବିଶେଷ୍ୟ - (ଆରବୀ - ଗାୟବ୍; ଗୟେବ୍; ଗୈବ୍+ସଂସ୍କୃତ - ଖେଳା)
ସମ୍ପାଦନାଦାବା ବା ସତରଞ୍ଜି ଖେଳରେ ପାଲିରେ ଛକ ନ ଦେଖି ପାଲିଠାରୁ ଦୂରରେ ବସି ଗୋଟି ଚଳାଇବା — Chess-play carried on from a distance without looking at the chess-board.