ଗଇବି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷଣ - (ଆରବୀ - ଗାୟବ୍, ଗୈବ=ଗୁପ୍ତ; ପରୋକ୍ଷ, ଅଦୃଶ୍ୟ; ତୁଳନା - ସଂସ୍କୃତ - ଗୁପ୍ତା) ସମ୍ପାଦନା

୧. ଗୁପ୍ତ —୧. Secret.
୨. ଅଜ୍ଞାତ —୨. Unknown.
୩. ଲୁକ୍କାୟିତ —୩. Concealed; covert.
୪. ଅଦୃଶ୍ୟ; ଅନ୍ତର୍ଦ୍ଧାନ —୪. Disappeared.
୫. ଅନୁପସ୍ଥିତ —୫. Absent.