ଗଇନ୍ତି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଖନିତ୍ର)

ସମ୍ପାଦନା

ମାଟି ଖୋଳିବା ନିମନ୍ତେ ହାତୁଡ଼ାଲଗା ମୁନିଆଁ କାଙ୍କବିଶେଷ (ଏହାର ଏକ ପାଖେ ମୁନ ଓ ଏକ ପାଖେ ଦାଢ଼ ଥାଏ) — Pickaxe sharpened at one end and pointed at the other.