ଗଇଛିଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅରଟର ଯେଉଁ କାଠିମାନଙ୍କ ଉପରେ ମାଲ— ଦଉଡ଼ି ଦିଆଯାଏ ସେହି କାଠିରେ ପରସ୍ପରକୁ ଯୋଡ଼ି ଛନ୍ଦା ହୋଇ ଦିଆ ଯୋଇଥିବା ଦଉଡ଼ି — ୧. The string which joins together the horns or spokes of a spinning wheel.
୨. ଗଉଛୁଣୀ (ଦେଖ) - ୨. Gauchhuṇī (See)