ଗଇଁଠାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥିଳ) ସମ୍ପାଦନା

ବିବାହସମୟରେ ବିବାହ ବେଦିରେ ବରର ଚଦର (ପାଞ୍ଚ) ଓ କନ୍ୟାର ଓଢ଼ଣୀ (ବଉଳପାଟ)କୁ ସଂଯୁକ୍ତ କରିବା ନିମନ୍ତେ ପକାଯିବା ଗଣ୍ଠି ବା ଗ୍ରନ୍ଥି — Marital Knot; knotting of one and of the bride's sheet with that of the bride groom.