ଗଇଁଠାଗଅଁଠି
ଗଇଁଠାଗଅଁଠି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଗଇଁଠାଗଅଁଠି
|
ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥି) ସମ୍ପାଦନା
- ୧. ଯେଉଁ ଦୁଇଜଣଙ୍କ ପିନ୍ଧାଥିବା ଲୁଗା ପରସ୍ପର ଗଣ୍ଠିଦ୍ୱାରା ଆବଦ୍ଧ ହୋଇଥାଏ — ୧. Having one's cloth tied to another's by the ends.
- ୨. ପରସ୍ପର ଗଣ୍ଠି ପଡ଼ି ଛନ୍ଦାଛନ୍ଦି ହୋଇଥିବା — ୨. Tied to or bound with each other.
- ୩. ଛନ୍ଦାଛନ୍ଦି — ୩. Knotted together; entangled.
ଦେଶଜ - ବିଶେଷ୍ୟ - ସମ୍ପାଦନା
ବହୁ ବସ୍ତୁକୁ ଗଣ୍ଠିଦ୍ୱାରା ସଂଯୁକ୍ତ କରିବା କର୍ମ — Act of tying many things into knots.