ଗଇଁଠାଇବା
ଗଇଁଠାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଇଁଠାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଗ୍ରନ୍ଥନ; ପ୍ରା. ଗଣ୍ଠନ)
ସମ୍ପାଦନା- ୧. ଦୁଇଖଣ୍ଡି ସୂତା, ଲୁଗା ବା କନାକୁ ପରସ୍ପର ସଂଯୁକ୍ତ କରିବା ନିମନ୍ତେ ଗଣ୍ଠି ପକାଇବା —୧. To tie two pieces of strings, cloths or rags into a knot.
- ୨. ଗଣ୍ଠି ପକାଇ ଏକାଧିକ ଲମ୍ୱ ଓ କୋମଳ ପଦାର୍ଥକୁ ପରସ୍ପର ସଙ୍ଗେ ସଂଯୁକ୍ତ କରିବା —୨. To tie up two pieces of pliant into a knot.