ଗଇଁଠା
ଗଇଁଠା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗଇଁଠା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ)
ସମ୍ପାଦନାଚାଉଳ ଚୂନାକୁ ପ୍ରଥମେ ବାମ୍ପରେ ସିଝାଇ ସେ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ତିଆରି କରିବା ପିଠା; ଗେଟେଇ —A cake made of rice- flour boiled in steam.
ଆଜି ଖୁଦଯାଉ , କାଲି ଗଇଁଠା, ପଅରି ତିନକୁ ଦାରୀଅଇଁଠା—ତଗ
ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥି)
ସମ୍ପାଦନାଦୁଇଖଣ୍ଡି ସୂତା ବା କନା ବା ଲୁଗା ଏକତ୍ର ଗଣ୍ଠି ପଡ଼ି ସଂଯୁକ୍ତ କରା ଯାଇଥିବା (ବସ୍ତ୍ର) — (cloth) Consisting of two tattered pieces of rags or steings knotted together.