ଗଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୂଥ=ମଳ) ସମ୍ପାଦନା

୧. କର୍ଣ୍ଣମଳ; କାନଗଇ — ୧. Dirty matter of the ear; wax of the ear.
୨. ବାଳକମାନଙ୍କର ଝାଡ଼ା ରୋଗ — ୨. Infantile diarrhœa.
୩. (ସଂସ୍କୃତ - ଗୁପ୍ତ) ଗୁପ୍ତ ଦୋଷ — ୩. Secret or unpublished defect.

ଶୁଣିଣ ମନେମନେ ହସିଲେ ଜଗନାହା, ବୋଇଲେ ଗଇ ତାର ଅଛଇ ଶୁଣ ଯାହା ପୀତାମ୍ୱର ନୃସିଂହପୁରାଣ

୪. ରକା; ଦେହର ଅଂଶବିଶେଷରେ ଅଟକି ଯିବା ପବନ — ୪. A stitch; acute spasmobic pain caused inside the body due to the suspension of the circulation of air in that part.

(ଯଥା—ମୋ ଖୁଆରେ ଗଇ ପଶିଛି)