ଗଅଁତିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗ୍ରାମାଧିପତି) ସମ୍ପାଦନା

୧. ଗ୍ରାମର ପ୍ରଜାମାନଙ୍କଠାରୁ ରାଜକୀୟ କର ଆଦାୟ କରି ରାଜକୋଷର୍ ଦାଖଲ କରିବାପାଇଁ ସରକାରଙ୍କଠାରୁ ଭାରପ୍ରାପ୍ତ ବ୍ୟକ୍ତି — ୧. The Revenue-collector of a village.
୨. ଗଭର୍ଣ୍ଣମେଣ୍ଟଙ୍କ ସଙ୍ଗେ କୌଣସି ଗ୍ରାମପକ୍ଷରୁ ରାଜକୀୟ ବ୍ୟବହାର କରିବା ପାଇଁ ଗଭର୍ଣ୍ଣମେଣ୍ଟ୍ ଙ୍କଦ୍ୱାରା ନିର୍ବାଚିତ ବ୍ୟକ୍ତି —୨. Village head man.

ଗାଏଁ ଗଅଁତିଆ ରାଇନେ ରଜା—ଢଗ