ଗଅଁଠଗଣ୍ଠିଆ

ଉଚ୍ଚାରଣ

ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥିବିଶିଷ୍ଟ)

ସମ୍ପାଦନା

ବହୁଗ୍ରନ୍ଥି ଯୁକ୍ତ (ଲୁଗା) — (cloth) Full of knots.

ଗଅଠଗଣ୍ଠିଆ କଳମ ଗଣ୍ଠିଆ ଗଣ୍ଠିକେ ଧଇଲା କସି, କୋଉ ସାଆନ୍ତଙ୍କ ଝୁଅ କି ତମେ ଠାଆରେ ନ ବସ ଆସି ବାଳିକାମାନଙ୍କ କୁଆଁ ରପୁନେଇଁ ଗୀତ