ଗଁ ଗଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଗଅଁ ଗଅଁ (ଦେଖ) - Ga-añ ga-añ (See)

ଘର ମଧ୍ୟର ଉତ୍କଟ ଗଁ ଗଁ ଶବ୍ଦ, ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବ୍ଧ ହୋଇଗଲା ଫକୀରମୋହନ—ଛମାଣଆଠଗୁଣ୍ଠ

୨. ଝଡ଼ି ଓ ବର୍ଷାର ଶବ୍ଦ — ୨. Sound of rain and wind.