ଖେପା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୁଇ ଗୋଡ଼କୁ ଏକତ୍ର ଚଳାଇ କୁଦା ମାରିବା ୨ ଖେପା ଦଉଡ଼ି ସାହାଯ୍ୟରେ ନଡ଼ିଆ ଗଛ ଓ ତାଳ ଗଛ ଆଦିକୁ ଚଢ଼ିବା