ଖୂଞ୍ଚା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଘରର ଚାଳକୁ ସ୍ଥାନେ ସ୍ଥାନେ ଉଡ଼ି ଯାଇଥିବା ଚକୁଟା ଜାଗାରେ ନୂଆ କୁଟା ବା ନଡ଼ା ପୂରାଇବ ୨ ଧାନ କିଆରୀର ଯେଉଁ ଅଁଶମାନଙ୍କରୁ ଧାନ ଗଛ ନଷ୍ଟ ହୋଇଥାଏ, ସେହି ସ୍ଥାନରେ ଅନ୍ୟ ସ୍ଥାନରୁ ବା କ୍ଷେତ୍ରରୁ ବୁଆ ବା ତଳି ଆଣି ରୋଇବା