ଶବ୍ଦାର୍ଥ:

କୁହାଟ ମାରିବା
ଉଚ୍ଚାରଣ: Kuhāṭa māribā
চেঁচান पुक्कीमारना

ଦେ. କ୍ରି. —

ଉଚ୍ଚ ଡାକ ଦେବା — TO hallow; to shout from a distance.

ଜୟ ଗଙ୍ଗେଶ୍ବର ବୋଲି କ୍ଷଣେ କ୍ଷଣେ ଉଲ୍ଲାସେ ମାରି କୁହାଟେ ରାଧାନାଥ. ପାର୍ବତୀ


କୁହାଟ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଦୂରକୁ ଶୁଭିବା ଭଳି ଉଚ୍ଚ ଧ୍ୱନି କରିବା