କୁଣ୍ଡା ଝ଼(ରା)
କୁଣ୍ଡା ଝ଼(ରା)
ଅନୁବାଦ
ସମ୍ପାଦନା
|
ଅତି ଛୋଟ ବିନ୍ଦୁରେ ବର୍ଷା, ଟୋପାଗୁଡ଼ିକ ପଡ଼ିବା ବେଳେ କାଣ୍ଡିଆ କୁଣ୍ଡା ଝଡ଼ିଲା ପରି ଦେଖାଯାଏ — Raining like fog.
ଆଠ ଦୁମୁକାଣି ଷୋଳ ଅସରା ବତିଶ ଲିଫି ଲିଫି ଚଉଷଠି କୁଣ୍ଡା ଝରା କୃଷବଚନ
ଅନୁବାଦ
ସମ୍ପାଦନାଝିପ୍(ପି)ଝିପ୍(ପି), ଲିଫିଲିଫି, ଫିସିଫିସି, ପିରିଫିରି, ପିରିଫିରାଅନ୍ୟରୂପ
ବିନ୍ଦୁପାତ ବୃଷ୍ଟି; କୁଣ୍ଡା ଝରାଠାରୁ ବଡ଼ ଟୋପା. — Raining in minute drops.
ଅନୁବାଦ
ସମ୍ପାଦନାଝୁପୁରୁଝୁପୁରୁ, ଟୁପୁଟପୁ, ଟୁପୁରୁଟୁପୁରୁ, ଟୁପୁରୁଟାପର '
ସମାନ୍ୟ ଶବ୍ଦପୂର୍ବକ ଛୋଟ ଟୋପାରେ ବରଷା — Raining in small drops.
ମେଘ ବରଷଇ ଟପୁରୁଟୁପୁରୁ (ଟପରଟପର) ମୋ ଦୁଆରେ କିଏ ରେ, ବାଡ଼ିଆଡ଼େ ମାଣସାରୁ ପତର ମୁଣ୍ଡରେ ଗୋଟିଏଦେଶଜ -ରେ
ଅନୁବାଦ
ସମ୍ପାଦନାଝପ୍ଝ୍ପ୍, ଟପଟପ, ଟପରଟପର, ଟପରଟାପର '
ବଡ଼ ଟୋପାରେ ବର୍ଷା — Raining in large drops.
ମେଘ ବରଷଇ ଟପରଟପର କେଶୁର ମାଇଲା ଗଜା କେଉଁ ରାଇଜରେ ରହିଲେ ମୋ ରାଜା ତେଲିଙ୍ଗି ବାଇଦ ବଜା
ଅନୁବାଦ
ସମ୍ପାଦନାଦୁମ୍ଦୁମ୍, ଦୁଲ୍ଦୁଲ୍, ଦୁମୁକାଣି, ବରକୋଳିଆ '
ଖୁବ ବଡ଼ ଟୋପାରେ ବର୍ଷା —Heavy shower; raining cats and dogs.]
- ୩. (ଲକ୍ଷଣାର୍ଥ) (ବାଣାଦିର) ଉପର୍ଯ୍ୟୁପରି ପତନ — ୩. Repeated showering of (arrows).
ଅନଙ୍ଗାକାଶ ବରଷା, ସଙ୍ଗେତ କୁରଙ୍ଗ ଦୃଶା, ସରୋଷ ଅପାଙ୍ଗ ଭୂଷା ମିଶିଲାରେ କବିସୂର୍ଯ୍ୟ. ସଙ୍ଗୀତ
ଉଚ୍ଚାରଣ
ସମ୍ପାଦନା$1
ଧ୍ୱନି (ମାନକ ଓଡ଼ିଆ) (file)