କାନ୍ଧ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - (ଥଟ୍ଟାରିଙ୍କ ଭାଷା) ସମ୍ପାଦନା

ଲୋଟାର ବା ଗରାର ମୁହଁପାଖ ବା ଫନ୍ଦ ପାଖର ଅର୍ଦ୍ଧାଂଶକୁ ତିଆରି କରିବା

(ତଳି ମାରିବା—ବିପରୀତ)