କପି କରିବା
କପି କରିବା —
ଉଚ୍ଚାରଣ: Kapi karibā
কপি করা
नकल करना
ଦେ. କ୍ରି. (ଇଂ. କପୀ+ଓ. କରିବା) —
୧: ଅବିକଳ ନକଲ କରିବା —୧. To copy.
୨: ଉତାରିବା —୨. To transcribe.
୩: ଅନୁକରଣ କରିବା —୩. To imitate.
୪: ପରୀକ୍ଷା ସମୟରେ ଗୁପ୍ତଭାବରେ ଅନ୍ୟ ଛାତ୍ରର ଉତ୍ତରକୁ କମ୍ବା ପୁସ୍ତକକୁ ଦେଖି ନକଲ କରି ଉତ୍ତର ଲେଖିବା — ୪. To write answers at examinations by using unfair means.
କପି କରିବା
ଦେଶଜ - କ୍ରି.
ସମ୍ପାଦନାକୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା
[ଦ୍ରଷ୍ଟବ୍ୟ —ଏହିପରି ନୋଟ୍ ରଖିବା, ଟିପା ରଖିବା]
ଉଚ୍ଚାରଣ
ସମ୍ପାଦନା$1
ଧ୍ୱନି (ମାନକ ଓଡ଼ିଆ) (file)