ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
କଣ
ଭାଷା
ଦେଖିବେ
ସମ୍ପାଦନା
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ବସ୍ତୁର ଅତ୍ୟଳ୍ପ ଅଂଶ; ଲବ; ବିନ୍ଦୁ
ରେଣୁ; ଗୁଣ୍ଡ
ଶସ୍ୟର କ୍ଷୁଦ୍ରାଂଶ ବା କଣୀ; ଖୁଦ
(ଅଗ୍ନି) ସ୍ଫୁଲିଙ୍ଗ
(ଜଳ) ବିନ୍ଦୁ; ଟୋପା
ଅରଣ୍ୟଜୀରକ; ବଣଜୀରା
ମୁମ୍ଭୀର ମକ୍ଷିକା
ଭଗ୍ନାଂଶ
ଅଣୁ
ପିପ୍ପଳୀ
ମାର୍ଜିତ ରତ୍ନର ଗୋଟିଏ ପାଖ
ବିଶେଷ୍ୟ
(ଗ୍ରାମ୍ୟ)
ସମ୍ପାଦନା
କୋଣ
ଅନ୍ତଃପୁର
ସର୍ବନାମ ଓ ଅବ୍ୟୟ (ଦେଶଜ) (
ସଂସ୍କୃତ
:କିମ୍)
ସମ୍ପାଦନା
କି; କିସ; କଅଣ