ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  1. ବସ୍ତୁର ଅତ୍ୟଳ୍ପ ଅଂଶ; ଲବ; ବିନ୍ଦୁ
  2. ରେଣୁ; ଗୁଣ୍ଡ
  3. ଶସ୍ୟର କ୍ଷୁଦ୍ରାଂଶ ବା କଣୀ; ଖୁଦ
  4. (ଅଗ୍ନି) ସ୍ଫୁଲିଙ୍ଗ
  5. (ଜଳ) ବିନ୍ଦୁ; ଟୋପା
  6. ଅରଣ୍ୟଜୀରକ; ବଣଜୀରା
  7. ମୁମ୍ଭୀର ମକ୍ଷିକା
  8. ଭଗ୍ନାଂଶ
  9. ଅଣୁ
  10. ପିପ୍ପଳୀ
  11. ମାର୍ଜିତ ରତ୍ନର ଗୋଟିଏ ପାଖ

ବିଶେଷ୍ୟ (ଗ୍ରାମ୍ୟ) ସମ୍ପାଦନା

  1. କୋଣ
  2. ଅନ୍ତଃପୁର

ସର୍ବନାମ ଓ ଅବ୍ୟୟ (ଦେଶଜ) (ସଂସ୍କୃତ:କିମ୍) ସମ୍ପାଦନା

  1. କି; କିସ; କଅଣ