ଶବ୍ଦାର୍ଥ:

କଉପୁନି ମାରିବା
ଉଚ୍ଚାରଣ: Kaupuni māribā
কপ্নীমারা कफनी मारना

ଦେ. କ୍ରି. —

ଅଣ୍ଟା ଚାରିପାଖ ଡ଼ୋର ବାନ୍ଧି ନାହିଁ ତଳେ କଉପୁନିର ଗୋଟିଏ ପାଖକୁ ସେ ଡ଼ୋରରେ ଛନ୍ଦି ପୁଡ଼ାତଳ ବାଟେ କଉପୁନିର ଅନ୍ୟ ପାଖକୁ ନେଇ ପଛପଟେ ଖୋସିବା — To wear a narrow strip of rag tucked along the private parts.


କଉପୁନି ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

କୌପୀନ ପରିଧାନ କରିବା



ଉଚ୍ଚାରଣ ସମ୍ପାଦନା

$1

  • (file)