ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
ଶାନ୍ତିବାଚନ ମନ୍ତ୍ରର ଶେଷାଂଶ — A mystic repetition of the word ṡāntiḥ (peace), uttered while sprinkling water after Ṡānti Home.
[ଦ୍ରଷ୍ଟବ୍ୟ —ପ୍ରାୟଶ୍ଚିତ୍ତ ଓ ହୋମାଦି ଶେଷରେ ଏ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶାନ୍ତ୍ୟୁଦକ ସେଚନ କରିବାକୁ ହୁଏ ଏହି ମନ୍ତ୍ରକୁ ବୋଲି ମୃତାହର ୧୧ଶ ଦିନ ମୃତ ବ୍ୟକ୍ତିର ସ୍ନାତ କୁଟୁମ୍ୱମାନଙ୍କ ଉପରେ ପୁରୋହିତ ଶାନ୍ତ୍ୟୁଦକ ସେଚନ କରନ୍ତି ଋଗ୍ୱେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ ଭିନ୍ନ ଭିନ୍ନ ଶାନ୍ତି ମନ୍ତ୍ର (ସୁକ୍ତ) ଅଛି ଏବଂ ତତ୍ତତ୍ ବେଦାଧ୍ୟାୟୀ ବ୍ରାହ୍ମଣମାନେ ନିଜ ନିଜର ବେଦୋକ୍ତ ଶାନ୍ତି ମନ୍ତ୍ର ପାଠ କରନ୍ତି ]