ଉହା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କମ୍ପ ଜ୍ୱରରେ ନାକପୁଡ଼ା ମଧ୍ୟରେ ଉଠିଥିବା ରକ୍ତସ୍ଫୋଟକକୁ କିଆ କଣ୍ଟା ବା ଅନ୍ୟ ସୂକ୍ଷ୍ମ କଣ୍ଟା—ଦ୍ୱାରା ଫୋଡ଼ି ତହିଁରୁ ରକ୍ତୋମୋକ୍ଷଣ କରାଇବା;୨ ପାଲିସ୍ କରିବା ପାଇଁ ଧାତୁ ଓ କାଠ ଜିନିଷ ଉପରେ ଉହା ଘଷିବା