ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଉପରୋଧ
ଭାଷା
ଦେଖିବେ
ସମ୍ପାଦନା
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ବାଧା; ପ୍ରତିବନ୍ଧ; ବ୍ୟାଘାତ
ଅଟକ
ଉତ୍ପୀଡ଼ନ
ଜିଗର; ଅଳି
ଅନୂଗ୍ରହ
ଅଯଥା ଆନୂକୁଲ୍ୟର
ଆବରଣ; ଢାଙ୍କୁଣି
ଅନୂରୋଧ; ସୁପାରିସ
ବିଶେଷ୍ୟ
(ଦେଶଜ)
ସମ୍ପାଦନା
ଓପ୍ରୋଧ; ଚକ୍ଷୁଇଛା; ଖତିର