ଉଦୟ
- ଅନାବୃତ
- ଅବଶ
- ଆବିର୍ଭାବ; ପ୍ରଥମ ପ୍ରକାଶ; ଉଇଁବା
- ଆରମ୍ଭ; ଉତ୍ପତ୍ତି
- ସୁଖ; ସୌଭାଗ୍ୟ; ଉତ୍ଥାନ; ସମୃଦ୍ଧି
- ଉତ୍କର୍ଷ
- ବୃଦ୍ଧି
- ଲାଭ
- ଫଳ
- ଉଦୟାଚଳ
- ସୂର୍ଯ୍ୟୋଦୟ
- ସୂର୍ଯ୍ୟୋଦୟ-ସମୟ
- ଗ୍ରହ, ଜ୍ୟୋତିଷ୍କ, ସୂର୍ଯ୍ୟ, ଚନ୍ଦ୍ରାଦିର ପୂର୍ବଦିଗବଳୟରେ ଆବିର୍ଭାବ
- ଉନ୍ନତି
- ଘଟନା
- ଫଳସିଦ୍ଧି
- ପରାକ୍ରମ; ସାମର୍ଥ୍ୟ
- ପ୍ରାଦୁର୍ଭାବ
- ଲଗ୍ନ
ବିଶେଷଣ (ଦେଶଜ)
ସମ୍ପାଦନା- ଉଦିତ; ପ୍ରକାଶିତ