ଉଦ୍ଘାଟନ
(ଉଦ୍ ଘାଟନରୁ ଲେଉଟି ଆସିଛି)
ବିଶେଷ୍ୟ(ସଂସ୍କୃତ) [୧] ସମ୍ପାଦନା
- ଉଦ୍= ଉପରକୁ+ ଘଟ ଧାତୁ ଣିଚ, ଘାଟି ଧାତୁ= ଟେକିବା+ ଭାବ. ଅନ
- ଉଦ୍ ଘାଟିତ- ବିଶେଷଣ
- କୂଅରୁ ପାଣି କାଢିବାର ପାତ୍ର ବା ଯନ୍ତ୍ର
- ଉନ୍ମୋଚନ; ମେଲାଇବା
- ମୁକୁଳାଇବା; ମୁକ୍ତକରିବା
- ତେଣ୍ଡା ( A contrivance for drawing water from a deep place )
- ପ୍ରକାଶନ
- ପରର ଦୋଷକୁ ସାଧାରଣରେ ପ୍ରକାଶକରିବା
ଆଧାର ସମ୍ପାଦନା
- ↑ ପୂର୍ଣ୍ଣଚନ୍ଦ୍ରଭାଷକୋଷ, ପୃଷ୍ଠା- ୯୭୮