ବିଶେଷ୍ୟ(ସଂସ୍କୃତ) [୧] ସମ୍ପାଦନା

  • ଉଦ୍= ଉପରକୁ+ ଘଟ ଧାତୁ ଣିଚ, ଘାଟି ଧାତୁ= ଟେକିବା+ ଭାବ. ଅନ
  • ଉଦ୍ ଘାଟିତ- ବିଶେଷଣ
    • କୂଅରୁ ପାଣି କାଢିବାର ପାତ୍ର ବା ଯନ୍ତ୍ର
    • ଉନ୍ମୋଚନ; ମେଲାଇବା
    • ମୁକୁଳାଇବା; ମୁକ୍ତକରିବା
    • ତେଣ୍ଡା ( A contrivance for drawing water from a deep place )
    • ପ୍ରକାଶନ
    • ପରର ଦୋଷକୁ ସାଧାରଣରେ ପ୍ରକାଶକରିବା

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷକୋଷ, ପୃଷ୍ଠା- ୯୭୮