ବିଶେଷଣ(ସଂସ୍କୃତ)[୧] ସମ୍ପାଦନା

  • ଉତ୍+ ଆସ୍‌ଧାତୁ= ବସିବା+ କର୍ତ୍ତୁ. ଆନ
  • ଉଦାସୀନା- ସ୍ତ୍ରୀଲିଙ୍ଗ
  • ଉଦାସୀନତା- ବିଶେଷ୍ୟ
    • ବିଷୟଭୋଗରୁ ବିରତହୋଇ ଧର୍ମଚିନ୍ତାରେ ଏକନିଷ୍ଠ; ବୈରାଗୀ
    • ମମତାଶୂନ୍ୟ; ଅନୁରାଗ ରହିତ; ପରାଙ୍କ୍‌ମୁଖ; ନିରପେକ୍ଷ
    • ଯାହା ସଙ୍ଗେ ଆଳାପ ପରିଚୟ ନାହିଁ
    • ନିଃସମ୍ଵନ୍ଧ; ନିଃସମ୍ପର୍କ
    • ମଧ୍ୟସ୍ଥ:ଯେଉଁଲୋକ ସପକ୍ଷ ବା ବିପକ୍ଷ କାହାରି ପ୍ରତି ଆସକ୍ତ ହୁଏ ନାହିଁ; ଯେ ଶତ୍ରୁ ନୁହେଁ କିମ୍ବା ମିତ୍ର ନୁହେଁ
    • ଯେ ଉପସ୍ଥିତ ବିଷୟରେ ଲିପ୍ତ ନ ହୋଇ ପୃଥକ ରହେ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୨