ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଉଠା
ଭାଷା
ଦେଖିବେ
ସମ୍ପାଦନା
ବିଶେଷ୍ୟ
(ଦେଶଜ)
ସମ୍ପାଦନା
ଉଠିବା
ଉପରକୁ ବା ଉଚ୍ଚକୁ ଗତି କରିବା
ଠିଆହେବା
ଉଦୟ ହେବା
ଉପରଶ୍ରେଣୀକୁ ଉନ୍ନତି
ବିଶେଷଣ (ଦେଶଜ)
ସମ୍ପାଦନା
ଉଠିଥିବା; ଉଥିତ; ଉଦିତ; ପ୍ରକାଶିତ
ସ୍ରୋତର ବିପରୀତ ଦିଗକୁ ଉଠୁଥିବା
ଯାହା ଏକସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇ ପାରେ
କୂପ ଆଦିରୁ ଉତ୍ତୋଳିତ