ଉଚୁକା ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଆପଣାକୁ ଧରିବାକୁ ଗୋଡାଇଥିବା କୌଣସି ବ୍ୟକ୍ତିକୁ କୌଶଳ ପ୍ରୟୋଗ— ପୂର୍ବକ ଧରା ନ ଦେବା; ଏଡ଼ିବା —୧. To baffle one's pursuers; to evase one's chasers.
୨. ଭଣ୍ଡିବା —୨. To put off on some excuse.