ଉଚକା ଦେବା
ଉଚକା ଦେବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଉଚକା ଦେବା
|
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଆପଣାକୁ ଧରିବାକୁ ଗୋଡାଇଥିବା କୌଣସି ବ୍ୟକ୍ତିକୁ କୌଶଳ ପ୍ରୟୋଗ— ପୂର୍ବକ ଧରା ନ ଦେବା; ଏଡ଼ିବା —୧. To baffle one's pursuers; to evase one's chasers.
- ୨. ଭଣ୍ଡିବା —୨. To put off on some excuse.