ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ଜାନୁଆରୀ

ପରଷିବା

ଉଚ୍ଚାରଣ: Parashibā
ଶବ୍ଦ ବିନ୍ୟାସ: ସଂସ୍କୃତ - ପରିବେଷଣ
ଦେଶଜ - କ୍ରିୟା

  1. ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା

[ଉଦାହରଣ —ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]