ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ମାର୍ଚ୍ଚ

ବିଧା

ଉଚ୍ଚାରଣ: Bidhā
ଶବ୍ଦ ବିନ୍ୟାସ: ବି+ ଧା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ

  1. ବିଧ
  2. ମୂଲ

ଦେଶଜ - ବିଶେଷ୍ୟ

  1. ମୃଷ୍ଟ୍ୟା— ଘାତ; ମୃଷ୍ଟି ପ୍ରହାର

[ଉଦାହରଣ —ପାଖକୁ ବଜାଅନ୍ତେ ଦେଖାଇଣ ବିଧା ହେଲା ତାର ପ୍ରାଣପବନଯାକ ରୁଦ୍ଧା — କୃଷ୍ଣସିଂହ. ମହାଭାରତ. ବନ]