ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ରଜ୍ୟର ଷଡବିଧ ବିଘ୍ନ ବା ବିପତ୍ତି; ଯଥା- ଅତିବୃଷ୍ଟି; ଅନାବୃଷ୍ଟି; ମୂଷିକ; ପତଙ୍ଗ; ପକ୍ଷୀ; ରାଜ୍ୟ ନିକଟସ୍ଥ ଶତ୍ରୁ ରାଜା- ଏହି ଛଅ ପ୍ରକାର ଶତ୍ରୁଙ୍କଦ୍ଵାରା ରାଜ୍ୟର ଅନିଷ୍ଟ
  • ରାଜ୍ୟରେ ମାରୀଭୟ
  • ରଜ୍ୟରେ ଦୁର୍ଭିକ୍ଷ
  • ଗତି
  • ପ୍ରବାସ