ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଆହରଣ
ଭାଷା
ଦେଖିବେ
ସମ୍ପାଦନା
ଆହରଣର ଅର୍ଥ ଗ୍ରହଣ କରିବା ବା ଅର୍ଜନ କରିବା।
ଯେପରିକି ଜ୍ଞାନ ଆହରଣ
ବିଶେଷ୍ୟ
(
ସଂସ୍କୃତ
)
ସମ୍ପାଦନା
ସଂଗ୍ରହ
ଆନୟନ
ଉପାର୍ଜନ
କରାଇବା; ଘଟାଇବା
ଆହରଣୀୟ ପଦାର୍ଥ
ବିବାହାଦିରେ କନ୍ୟାକୁ ଦତ୍ତ ଉପତୌକନ