ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • କଥୋପକଥନ; ସମ୍ଭାଷଣ; କଥାବାର୍ତ୍ତା
  • ଉଚ୍ଚାରଣ
  • ପରିଚୟ; କଥାବାର୍ତ୍ତା ହେବାଦ୍ଵାରା ପରିଚୟ
  • ସଙ୍ଗୀତର ସ୍ଵର ଉଚ୍ଚାରଣ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ସଦ୍ଭାବ; କଥାଭାଷା ହେବା ଭଳି ପ୍ରଣୟ
  • ନାଟୁଆମାନେ ମୁହଁରେ ସଙ୍ଗୀତ ବୋଲିବା ସମୟରେ ହାତଦ୍ଵାରା କରୁଥିବା ଭଙ୍ଗୀ
  • ବାଦ୍ୟ ଯନ୍ତ୍ର ବଜାଇବା