ସର୍ବନାମ, ବିଶେଷ୍ୟ (ଅନୁକୁଳ+ଭାବ.ଯ) [୧] ସମ୍ପାଦନା

  • ଅନୁକୂଳତା, ସପକ୍ଷତା (The state of being favourable)
  • ଆଶ୍ରିତ ପ୍ରତି ଦୟା ବା ଅନୁଗ୍ରହ (Favour,grace,patronage)
  • ଦୟା (Kindness)
  • ସାହାଯ୍ୟ (Help,assistance)
  • ଉପକାର (Beneficence)

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା: ୭୭୩