ବିଶେଷଣ(ସଂସ୍କୃତ)[୧] ସମ୍ପାଦନା

  • ଅ= ନୁହେଁ+ ଇସ୍ ଧାତୁ= ଲାଗିବା+ କର୍ତ୍ତୁ. ଅ
  • ପୁଂଲିଙ୍ଗ
  • ଅଳସା-ସ୍ତ୍ରୀଲିଙ୍ଗ
  • ଅଳସତା; ଆଳସ୍ୟ- ବିଶେଷ୍ୟ
    • ଶ୍ରମବିମୁଖ; ଅଳସୁଆ
    • ରୁଗ୍‌ଣ
    • କ୍ଳାନ୍ତ

ବିଶେଷ୍ୟ(ସଂସ୍କୃତ) ସମ୍ପାଦନା

  • ବିଳମ୍ବ
  • ବାଲିଜନ୍ଦାରୋଗ( Chilblain )
  • ଅଜୀର୍ଣ୍ଣରୋଗ ବିଶେଷ
  • ଗୋଦର(ରୋଗ)

ବିଶେଷ୍ୟ(ଦେଶଜ) ସମ୍ପାଦନା

  • ଆଳସ୍ୟ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୯୫