ସଂସ୍କୃତଭାଷା,ବିଶେଷ୍ୟ (ଅଭି=ସମ୍ମୁଖ ବା ପଶ୍ଚାତ )+ ସୃ.ଧାତୁ =ଗମନକରିବା + ଭାବ.ଅ [୧] ସମ୍ପାଦନା

  • ସମ୍ଭୋଗାଭିଳାଷରେ ନାୟିକ ନାୟିକାଙ୍କର ପରସ୍ପର ସଙ୍କେତସ୍ଥାନକୁ ଗମନ
  • ନାୟକ ନାୟିକାଙ୍କର ମିଳନ ସ୍ଥାନ ବା ସଙ୍କେତ(Tryst,Rendezvous)
  • ଅନୁଚର
  • ଯୋଦ୍ଧା
  • ଯୁଦ୍ଧ
  • ସେନା

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷକୋଷ , ପୃଷ୍ଠା -୫୦୬