ସଂସ୍କୃତ.ବିଶେଷ୍ୟ (ଅନ +ଲୋକଧାତୁ =ଚାହିଁବା +ଭବ.ଅନ ) [୧] ସମ୍ପାଦନା

  • ଦୃଷ୍ଟି;ଦର୍ଶନ;ଦେଖିବା
  • ଅନୁସନ୍ଧାନ
  • ମନୋଯୋଗପୂର୍ବକ ଦେଖିବା;ପର୍ଯବେକ୍ଷଣ କରିବା
  • (+କର୍ମ.ଅ -ଯାହା ଦ୍ଵାରାଦେଖାଯାଏ )‌-ନୟନ;ନେତ୍ର

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା - ୪୪୩