(file)

ସଂସ୍କୃତଭାଷା,ବିଶେଷ୍ୟ (ଅବ=ସାମାନ୍ୟରୂପେ ବ ଈଷତ୍ +ଗୁଣ୍ଠଧାତୁ =ବେଷ୍ଟନକରିବା +ଭାବ.ଅନ.ଯାହାଦ୍ଵାରା ସ୍ତ୍ରୀମାନଙ୍କର ମୁଖ ଈଷତ୍ ବେଷ୍ଟିତ ହୁଏ ) [୧] ସମ୍ପାଦନା

  • ଓଢଣା
  • ଆବରଣ ,ଘୋଡଣୀ
  • ମୁହଁରେ ଓଢଣୀ ପକାଇବା

ବିଶେଷଣ ସମ୍ପାଦନା

  • ଅବଗୁଣ୍ଠିତ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷକୋଷ ,ପୃଷ୍ଠା -୪୧୯