ଅପକୀର୍ତ୍ତି ରଖିବା
ନିନ୍ଦାଜନକ ବା ଅକୀର୍ତ୍ତିକର କାର୍ଯ୍ୟ କରି ଭବିଷ୍ୟତ ପାଇଁ ଦୁର୍ନାମ ଛାଡ଼ି ଯିବା ===
(ଅପଜଛ ରଖିବା, ଅପଦଛ ରଖିବା—ଗ୍ରାମ୍ୟ - ରୂପ)