(file)

ବିଶେଷଣ [୧] ସମ୍ପାଦନା

  • ସଂସ୍କୃତ
  • ଅନୁ+ ସ୍ଥା ଧାତୁ+ କର୍ମ. ତ
  • [[ଅନୁଷ୍ଠାନ- ବିଶେଷ୍ୟ]]
    • ଆରମ୍ଭ ( Begun; commended; started )
    • ନିଷ୍ପନ୍ନ; ସମ୍ପାଦିତ; କୃତ ( Done; executed )
    • ପ୍ରତିଷ୍ଠିତ ( Instituted )
    • ସମ୍ପାଦିତହେବା ପାଇଁ ଗୃହୀତ ( Undertaken; taken in hand )

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୩୩୮