(file)

ବିଶେଷ୍ୟ [୧][୨] ସମ୍ପାଦନା

  • ସଂସ୍କୃତ,କ୍ଳୀବଲିଙ୍ଗ
  • ଅନୁ+ରଣ ଧାତୁ= ଶବ୍ଦ କରିବା+ ଭାବ.ଅନ
    • ଧ୍ଵନୀର ପଶ୍ଚାତ୍ ଧ୍ଵନୀ; ଧାତୁଦ୍ରବ୍ୟରେ ଆଘାତକଲେ ପ୍ରଥମଧ୍ଵନୀ ପରେ ଯେଉଁ ଧ୍ଵନୀ ନିନାଦିତ ହୁଏ
    • ଶବ୍ଦ ପରେ ଶବ୍ଦ
    • ପ୍ରତିଧ୍ଵନୀ
    • ଅନୁଗତସ୍ଵର

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୩୩୪
  2. ପ୍ରମୋଦ ଓଡ଼ିଆ ଅଭିଧାନ, ପୃଷ୍ଠା-୯୮