ଅଣକୀଳି ମାରିବା

ଓଡ଼ିଆ ସମ୍ପାଦନା

noicon(file)

ଦେଶଜ - କ୍ରିୟାପଦ - ସମ୍ପାଦନା

ଶଗଡ଼ର ଅଖରେ ଦୁଇ ମୁଣ୍ଡରେ ଚକକୁ ପିନ୍ଧାଇ ଦେବା ପରେ ଅଖର ଚୂଳରେ ଥିବା ଛିଦ୍ରରେ ଖିଲ ଭରିବା (ଯେପରି କି, ଚକ ବୁଲିବାବେଳେ ଅଖରୁ ହୁଗୁଳି ନ ଯିବ)