ଅଣକୀଳା ମାରିବା
ଶଗଡ଼ର ଅଖରେ ଦୁଇ ମୁଣ୍ଡରେ ଚକକୁ ପିନ୍ଧାଇ ଦେବା ପରେ ଅଖର ଚୂଳରେ ଥିବା ଛିଦ୍ରରେ ଖିଲ ଭରିବା (ଯେପରି କି, ଚକ ବୁଲିବାବେଳେ ଅଖରୁ ହୁଗୁଳି ନ ଯିବ)